February 23, 2024

NITS Scholarship-2024

 ନିଟ୍ସ୍ ସ୍କଲାରସିପ୍‌  -୨୦୨୪   
 
1. NITS SCHOLARSHIPS (R) 
ସ୍କଲାରସିପ୍‌   ଟଙ୍କା ୧୦୦୦ ରୁ ୧୫୦୦  ପର୍ଯ୍ୟନ୍ତ 
ଯୋଗ୍ୟତା - 
୧. PGDCA ଆଡ୍‌ମିସନ ହୋଇଥିବା ଦରକାର(*)
୨ କୋର୍ସ ୬ ମାସ ପାଠ ସରିଥିବ  (*)
୩.  କ୍ଲାସ ୮୦% ଆଟେଡାନ୍ସ  ଥିବା ଦରକାର 
୪. ପରିକ୍ଷାରେ ସବୁ ବିଷୟରେ ପାସ୍‌ ହୋଇଥିବା ଦରକାର
୫. ମିନିମମ୍‌ ୪ଗୋଟି ପିଲା ତାଙ୍କ ରେଫରାନ୍ସରେ NITSରେ କୌଣସି କୋର୍ସରେ ଆଡ୍‌ମିସନ ହୋଇଥିବ । (*)
୬. ଗୁଡ୍ କ୍ୟାରେକ୍ଟର (ଏହା NITS ପ୍ରିନ୍ସିପାଲଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ) ସାର୍ଟିଫିକେଟ୍‌  Certificate Format LINK  
୭. ଶିକ୍ଷାଗତ ଯୋଗ୍ୟତା (+3 ) ଯେକୌଣସି ବିଷୟ (Arts/Science/Commerce)ରେ ମିନିମମ୍ ୬୦% ମାର୍କ ରଖିଥିବା ଦରକାର
୮. ନିଟ୍ସ୍ ବହି ନେଉଥିବା ଆବଶ୍ୟକ 
 ଫର୍ମ ଆବେଦନପରେ କର୍ତ୍ତୁପକ୍ଷଙ୍କର ଯାଞ୍ଚ କରିବେ ଉପରୋକ୍ତ ରୁ କେଉଁଟି ଆପଣଙ୍କର ଠିକ୍ ଅଛି କି ନାହିଁଁ     
୯. କୋର୍ସ ସରିଯାଇଥିବା କିମ୍ବା ସାର୍ଟିଫିକେଟ ପାଇ ସାରିଥିବା ପିଲା ମାନଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ । 

2. NITS SCHOLARSHIPS (P)
ସ୍କଲାରସିପ୍‌   ଟଙ୍କା 800 ରୁ 1000  ପର୍ଯ୍ୟନ୍ତ 

ଯୋଗ୍ୟତା - 
୧. DCA/DISM/ ଆଡ୍‌ମିସନ ଥିବା ଦରକାର(*)
୨. ଶିକ୍ଷାଗତ ଯୋଗ୍ୟତା (+୨) ଯେକୌଣସି ବିଷୟରେ  (Arts/Science/Commerce)ରେ ମିନିମମ୍ ୭୦% ମାର୍କ ରଖିଥିବା ଦରକାର (*)
୩ କୋର୍ସ ୪ ମାସ ପାଠ ସରିଥିବ  (*)
୪. ନିଟ୍ସ ରେ କ୍ଲାସ ୮୦% ଆଟେଡାନ୍ସ  ଥିବା ଦରକାର(*)
୫. ନିଟ୍ସ  ପରିକ୍ଷାରେ ସବୁ ବିଷୟରେ ପାସ୍‌ ହୋଇଥିବା ଦରକାର
୬. ମିନିମମ୍‌ ୫ଗୋଟି ପିଲା ରେଫରାନ୍ସରେ NITSରେ କୌଣସି କୋର୍ସରେ ଆଡ୍‌ମିସନ ହୋଇଥିବା ଦରକାର (*)
୭. କ୍ୟାରେକ୍ଟର (ଏହା NITS ପ୍ରିନ୍ସିପାଲଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ) ସାର୍ଟିଫିକେଟ୍‌  Certificate Format Download Here LINK କିପରି ଆବେଦନ କରିବେ ସାର୍ଟିଫିକେଟ୍‌ 
୮. ନିଟ୍ସ୍ ବହି ନେଉଥିବା ଆବଶ୍ୟକ  

Document Required:
1. Aadhaar Card
2. Photo 
3. Character Certificate 
4. Online Application form 
5. Money Receipt 2 & 3 Page Xerox 
6. Bank Account 
 

ବିଶେଷ ଦ୍ରଷ୍ଟବ୍ୟ -  
  • ଏହି ଲିଙ୍କ ସମସ୍ତେ ଆବେଦନ କରିପାରିବେ 👉(ରେଜିଷ୍ଟ୍ରେସନ କରନ୍ତୁ
  • ପରିଚାଳନା କମିଟି (ନିଟସ୍‌) ଆପଣଙ୍କ ଫର୍ମରେ କୌଣସି ତୃଟି କିମ୍ୱା ଅସଂପୂର୍ଣ୍ଣ ଯୋଗ୍ୟତା ଦେଖନ୍ତି ତେବେ ଫର୍ମଟି ଆପଣଙ୍କର ରିଜେଟ୍ ହୋଇଯିବ ।  
  • କିମ୍ବା ବିନା କୌଣସି କାରଣ ନଜଣାଇ ମଧ୍ୟ ଆପଣଙ୍କ ଫର୍ମ ଖାରଜ ହୋଇପାରେ  ଏହା ନିଟ୍ସ କର୍ତ୍ତୁପକ୍ଷଙ୍କ ଉପରେ ନିର୍ଭର କରେ କିମ୍ବା  ସ୍କଲାରସିପ୍‌  -୨୦୨୪  ବନ୍ଦ କରିବାର ଫଇସଲା ନିଟ୍‌ସ କର୍ତ୍ତୁପକ୍ଷଙ୍କର ଅଛି ।  
  • ଆବେଦନ କରିବା ପୂର୍ବରୁ Character Certificate ଆବେଦନ କରନ୍ତୁ । 
  • ଏହା ସମସ୍ତେ ଆବେଦନ କରିପାରିବେ ସେଥି ମଧ୍ୟରୁ କେବଳ ୫ ଗୋଟି ଛାତ୍ର କିମ୍ୱା ଛାତ୍ରୀ ମାନଙ୍କୁ ସ୍କଲାରସିପ୍‌  ମିଳିବ  । 
Click here to Apply

ଆବେଦନର ଶେଷ ତାରିଖ - ୩୦ ମାର୍ଚ୍ଚ ,୨୦୨୪