ନିଟ୍ସ କମ୍ପୁଟର ଏଜୁକେସନ୍
NOTICE FOR STUDENTS
ନୋଟିସ୍ ନଂ- 12 ତାରିଖ 08.02.2024
ବାର୍ଷିକ ରକ୍ଷଣାବେକ୍ଷଣ ପାଇଁ (ଅପଡେଟ୍) ଏତଦ୍ୱାରା ସମସ୍ତ ଛାତ୍ର ଓ ଛାତ୍ରୀ (2023) ମାନଙ୍କୁ ଜଣାଇ ଦିଆଯାଉଛି କି, ତା. ୧୨ ଫେବୃଆରୀ, ୨୦୨୪ ରିଖ ସୁଦ୍ଧା ନିଜ ମନି ରିସିପ୍ଟ (Money Receipt Book) ଆଣି ଅଫିସ୍ ରେ ଦାଖଲ କରିବେ ।
ପ୍ରିନ୍ସିପାଲ୍ଙ୍କ ନିର୍ଦ୍ଦେଶ