January 28, 2024

DAILY UPDATE

 ତାରିଖ ୦୯/୦୫/୨୦୨୪,ଗୁରୁବାର

୧-ରାଜ୍ୟରେ ଆଉ ୫ ଦିନ ପର୍ଯ୍ୟନ୍ତ ତାତି ନାହିଁ, କାଳବୈଶାଖୀ ବର୍ଷା ନେଇ ୟେଲୋ ଓ୍ବାର୍ଣିଂ ଜାରି।


୨-ରାୟଗଡାରେ ରାଜନାଥ ସିଂହଙ୍କ ଦମ୍ଭୋକ୍ତି । ଓଡିଶାରେ ସବୁ ଲୋକସଭା ପୋଛିନେବ ବିଜେପି । ସେପଟେ କଂଗ୍ରେସର ଓଡିଶା ପ୍ଲାନ୍, ଖୁବଶୀଘ୍ର ଆସିବେ ଖଡଗେ, ରାହୁଲ ଓ ପ୍ରିୟଙ୍କା।


୩-ପୁରୀ:ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା ପାଇଁ ଚଳଚଞ୍ଚଳ ଚନ୍ଦନ ପୁଷ୍କରିଣୀ,୨୧ ଦିନ ଧରି ଜଳ କ୍ରୀଡ଼ା କରିବେ ମହାପ୍ରଭୁ।


୪-ସହଜ ହେବ ଗଣିତ ବିଷୟ:ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବିବି ଆପ୍ ବିକଶିତ।


୫-କଟକ:SCB ମେଡିକାଲରେ ଥାଲାସେମିଆ ରୋଗୀଙ୍କ ହେବ ଅସ୍ଥି ମଜ୍ଜା ପ୍ରତିରୋପଣ।


୬-କଟକ: ଅନଲାଇନ୍ ଆପରେ ଠକେଇ,୨ ସଂସ୍ଥାର ୩ ନିର୍ଦ୍ଦେଶକ ଗିରଫ।


୭-ଭୁବନେଶ୍ବର : ଭୁବନେଶ୍ବର ବିମାନବନ୍ଦରରୁ ୪ କେଜି ସୁନା ଜବତ କରିଛି କେନ୍ଦ୍ରୀୟ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ।


୮-ନିର୍ବାଚନ ପୂର୍ବରୁ ବୈ।ଦ୍ଧ ପୋଲିସକୁ ବଡ଼ ସଫଳତା, ଆତ୍ମସମର୍ପଣ କଲେ ୯ ମାଓବାଦୀ।


୯-କେନ୍ଦ୍ରାପଡ଼ା: ମାର୍ଶାଘାଇ କ୍ରସିଂରୁ ୨.୯୦ଲକ୍ଷ ଟଙ୍କା ଜବତ।


୧୦-ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତ ନେଇଛି ୩ ଜୀବନ: ସ୍ଵାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର।


୧୧-ଜନପଥରେ ପ୍ରଧାନମନ୍ତ୍ରୀଙ୍କ ରୋଡ଼ ଶୋ': ନିୟୋଜିତ ହେବେ ୫୫ ପ୍ଲାଟୁନ ଫୋର୍ସ।


୧୨-ବାରବାଟୀ-କଟକରୁ ଧାମନଗର, ଭାଗ୍ୟ ପରୀକ୍ଷା କରୁଛନ୍ତି ହାଇପ୍ରୋଫାଇଲ୍ ଡିଗ୍ରୀଧାରୀ ଯୁବପିଢ଼ି।


୧୩-କଟକ:ନିର୍ବାଚନ ବେଳେ ବଢିଲା ଦଳୀୟ ଗାମୁଛାର ଡିମାଣ୍ଡ, ପ୍ରଚାରରେ ପାଲଟିଲା ଟ୍ରେଣ୍ଡ।


୧୪-ପୁଣି ଅଡୁଆରେ ସାଂସଦ ଅନୁଭବ ମହାନ୍ତି, ଅନୁଭବଙ୍କ ଡିସଚାର୍ଜ ପିଟିସନ୍ ଖାରଜ, ଘରୋଇ ହିଂସା ମାମଲାରେ ଚାର୍ଜ ଫ୍ରେମ୍ ପାଇଁ ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ।


୧୫-ITI କରିଥିଲେ HAL ରେ ଆପ୍ରେନଟିସ୍,  ପୂରା ସୂଚନା ଜାଣିବା ପାଇଁ ଦେଖନ୍ତୁ: https://hal-india.co.in/ 


୧୬-ଆଠଗଡ଼:ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ, ଜୋରଦାର ହେଲା ବିଜେଡିର ପ୍ରଚାର।


୧୭-ବିଏମସି ଅଫିସ କର୍ମଚାରୀଙ୍କ ପାଇଁ ନିର୍ଦ୍ଦେଶନାମା, ବିଳମ୍ବରେ ଅଫିସ ଆସିଲେ ଦରମା କଟିବ।


୧୮-କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା, ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ।


୧୯-ନୂଆଦିଲ୍ଲୀ:ଇସ୍ତଫା ଦେଲେ କଂଗ୍ରେସ ନେତା ସାମ୍ ପିଟ୍ରୋଡା।


୨୦-IPL:ହେଡ୍, ଅଭିଷେକ ପ୍ରହାର;୫୮ ବଲରେ ଜିତିଲା ସନରାଇଜର୍ସ।


୨୧-ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ: ନିର୍ବାଚନ ଲଢ଼ିବେ ୬୯୫ ପ୍ରାର୍ଥୀ।


୨୨-ଆମେରିକାରେ ଓଡିଆ ବୈଜ୍ଞାନିକଙ୍କ ସଫଳତା, ୬୦୦ ଡିଗ୍ରୀ ତାପମାତ୍ରାରେ କାମ କରୁଥିବା ତିଆରି କଲେ ମେମୋରୀ।